or_tn/luk/24/25.md

614 B

Jesus said to them

ଯୀଶୁ ଦୁଇଜଣ ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା କରନ୍ତି

slow of heart to believe

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନକୁ ବୁଝାଇବା ନିମନ୍ତେ ଏକ ପ୍ରତିଶବ୍ଦ ଅଟେ I ବିକଳ୍ପ ଅନୁବାଦ “ତୁମର ମନ ବିଶ୍ୱାସ କରିବାରେ ଧିର” କିମ୍ବା “ତୁମେ ବିଶ୍ୱାସରେ ବହୁତ ଧିର :(ଦେଖ: rc://*/ta/man/translate/figs-metonymy)