or_tn/luk/24/18.md

12 lines
879 B
Markdown

# Cleopas
ଏହା ଜଣେ ଲୋକର ନାମ ଅଟେ (ଦେଖ: [[rc://*/ta/man/translate/translate-names]])
# Are you alone visiting ... in it in these days?
କ୍ଲେୟପା ତାଙ୍କ ଆଶ୍ଚର୍ଯ୍ୟ ଭାବକୁ ଦେଖାଇବା ପାଇଁ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି ଯେ ଯିରୂଶାଲମରେ ଯାହାସବୁ ଘଟିଯାଇଛି ଏହି ବ୍ୟକ୍ତି ସେସବୁ ଜାଣିନାହାନ୍ତି ଭଳି ମନେ ହୁଏ I ବିକଳ୍ପ ଅନୁବାଦ: ତୁମେ ନିଶ୍ଚୟ ଜଣେ ମାତ୍ର ବ୍ୟକ୍ତି ... ଦିନର”(ଦେଖ: [[rc://*/ta/man/translate/figs-rquestion]])
# e you
ଏଠାରେ “ତୁମେ” ଏକବଚନରେ (ଦେଖ: [[rc://*/ta/man/translate/figs-you]])