or_tn/luk/24/16.md

1.2 KiB

their eyes were prevented from recognizing him

ସେମାନଙ୍କ ଚକ୍ଷୁସବୁ ଯୀଶୁଙ୍କୁ ଚିହ୍ନିବା ନିମନ୍ତେ ରୁଦ୍ଧ ହୋଇଥିଲା I ଯୀଶୁଙ୍କୁ ଚିହ୍ନିବା ନିମନ୍ତେ ଲୋକମାନଙ୍କର ସକ୍ଷମତାକୁ ତାଙ୍କୁ ଚିହ୍ନିବା ନିମନ୍ତେ ସେମାନଙ୍କ ଚକ୍ଷୁର ସକ୍ଷମତା ଭାବରେ କୁହାଯାଏ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ଏହି ବେଶୀ ସମ୍ଭବ ଯେ ଈଶ୍ୱର ହିଁ ଯୀଶୁଙ୍କୁ ଚିହ୍ନିବା ନିମନ୍ତେ ସେମାନଙ୍କୁ ନିବାରଣ କରିଥିଲେ I ବିକଳ୍ପ ଅନୁବାଦ: “ସେମାନଙ୍କ ପ୍ରତି କିଛି ଘଟିଲା ଯାହା ଫଳରେ ସେମାନେ ତାଙ୍କୁ ଚିହ୍ନି ପାରିଲେ ନାହିଁ” ବା “ଈଶ୍ୱର ତାଙ୍କୁ ଚିହ୍ନିବା ପାଇଁ ସେମାନଙ୍କୁ ନିବାରଣ କଲେ” (ଦେଖ: rc://*/ta/man/translate/figs-synecdoche)