or_tn/luk/24/12.md

20 lines
2.2 KiB
Markdown

# Peter, however
ଏହି ବାକ୍ୟାଂଶ ପିତର ଓ ଅନ୍ୟ ପ୍ରେରିତମାନଙ୍କ ମଧ୍ୟରେ ଥିବା ବୈଷମ୍ୟକୁ ଦେଖାଏ I ସ୍ତ୍ରୀଲୋକମାନେ ଯାହାସବୁ କହିଲେ ତାହାକୁ ସେ ବରଖାସ୍ତ କଲେ ନାହିଁ, କିନ୍ତୁ ବରଂ ସେ ନିଜେ ତାହା ଦେଖିବା ନିମନ୍ତେ ସମାଧି ନିକଟକୁ ଦୌଡିଗଲେ I
# rose up
ଏହା ଏକ ରୁଢି ଯାହାର ଅର୍ଥ “କରିବାକୁ ଆରମ୍ଭ କଲେ I” ଯେତେବେଳେ ସେ ଏହା କରିବାକୁ ସିଦ୍ଧାନ୍ତ ନେଲେ ସେତେବେଳେ ସେ ବସିଥିଲେ ବା ଠିଆ ହୋଇଥିଲେ ତାହା ମହତ୍ତ୍ଵପୂର୍ଣ୍ଣ ନୁହେଁ I ବିକଳ୍ପ ଅନୁବାଦ: “ଆରମ୍ଭ କଲେ” (ଦେଖ:[[rc://*/ta/man/translate/figs-idiom]])
# stooping down
ସମାଧିର ଭିତରକୁ ଦେଖିବା ନିମନ୍ତେ ପିତର ନଇଁ ପଡିଲେ କାରଣ ଦୃଢ଼ ପଥରରେ କଟାହୋଇଥିବା ସମାଧିଟି ଅତି ତଳୁଆ ଥିଲା I ବିକଳ୍ପ ଅନୁବାଦ: “ନିଜକୁ ଅଣ୍ଟା ଯାଏ ନୁଆଇଁଲେ”
# only the linen cloths
କେବଳ ସୂକ୍ଷ୍ମ ବସ୍ତ୍ର I ଏହା ସେହି ବସ୍ତ୍ରସବୁକୁ ସୂଚାଏ ଯାହା [ଲୂକ 23/53](../23/53 .ମଝି) ଅନୁସାରେ ଯୀଶୁଙ୍କୁ ସମାଧିସ୍ଥ କରିବା ସମୟରେ ତାଙ୍କ ଶରୀରରେ ଗୁଡାହୋଇଥିଲା I ଏହା ସୂଚାଏ ଯେ ଯୀଶୁଙ୍କ ଶରୀର ସେଠାରେ ନ ଥିଲା I ବିକଳ୍ପ ଅନୁବାଦ: “ଯେଉଁ ସୂକ୍ଷ୍ମ ବସ୍ତ୍ରରେ ଯୀଶୁଙ୍କ ଶରୀର ଗୁଡାହୋଇଥିଲା. କିନ୍ତୁ ଯୀଶୁଙ୍କ ଶରୀର ସେଠାରେ ନ ଥିଲା” (ଦେଖ: [[rc://*/ta/man/translate/figs-explicit]])
# went away to his home
ତାଙ୍କ ଘରକୁ ଚାଲିଗଲେ