or_tn/luk/24/07.md

2.0 KiB

that the Son of Man

ଏହା ଏକ ପରୋକ୍ଷ ଉଦ୍ଧୃତିର ଆରମ୍ଭ ଅଟେ I UST ପରି ଏହାକୁ ମଧ୍ୟ ଏକ ସିଧାସଳଖ ଉଦ୍ଧୃତି ଭାବରେ ଅନୁବାଦ କରି ହେବ I (ଦେଖ: rc://*/ta/man/translate/figs-quotations)

the Son of Man must be delivered up into the hands of sinful men and be crucified

“କହିଥିଲେ” ବାକ୍ୟାଂଶର ଅର୍ଥ ହେଉଛି ଏହା ଏକ ବିଷୟ ଯାହା ନିଶ୍ଚିତ ଭାବରେ ଘଟିବ କାରଣ ଏହା ଘଟିବ ବୋଲି ଈଶ୍ୱର ପୂର୍ବରୁ ସ୍ଥିର କରିଥିଲେ I ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ଆବଶ୍ୟକ ଥିଲା ଯେ ସେମାନେ ମନୁଷ୍ୟପୁତ୍ରଙ୍କୁ ପାପୀ ଲୋକମାନଙ୍କ ହସ୍ତରେ ସମର୍ପଣ କରିବେ ଯେଉଁମାନେ ତାଙ୍କୁ କ୍ରୁଶାର୍ପିତ କରିବେ” (ଦେଖ: rc://*/ta/man/translate/figs-activepassive)

into the hands

ଏଠାରେ “ହସ୍ତଗୁଡିକ” ଶବ୍ଦ କ୍ଷମତା କିମ୍ବା ନିୟନ୍ତ୍ରଣକୁ ସୂଚାଏ I (ଦେଖ: rc://*/ta/man/translate/figs-metonymy)

on the third day

ଯିହୂଦୀମାନେ କୌଣସି ଏକ ଦିନର କିଛି ଅଂଶକୁ ଗୋଟିଏ ଦିନ ଭାବରେ ଗଣନା କରୁଥିଲେ I ସେଥିପାଇଁ, ଯେଉଁଦିନ ଯୀଶୁ ଜୀବିତ ହେଲେ ତାହା “ତୃତୀୟ ଦିନ” ଥିଲା କାରଣ ତାଙ୍କର ସମାଧିସ୍ଥ ହେବା ଏବଂ ବିଶ୍ରାମବାର ପରେ ଏହି ଦିନ ଆସିଥିଲା I (ଦେଖ: rc://*/ta/man/translate/translate-ordinal)