or_tn/luk/23/56.md

1.6 KiB

They returned

ସ୍ତ୍ରୀଲୋକମାନେ ଗୃହମାନଙ୍କୁ ଗଲେ ଯେଉଁଠାରେ ସେହି ସ୍ତ୍ରୀଲୋକମାନେ ରହୁଥଲେ

prepared spices and ointments

ଯେହେତୁ ଯୀଶୁଙ୍କ ମୃତ୍ୟୁ ହେବା ଦିନ ତାଙ୍କର ଶରୀରରେ ସୁଗନ୍ଧିଦ୍ରବ୍ୟ ଏବଂ ତୈଳ ଲଗାଇ ତାଙ୍କୁ ସମ୍ମାନିତ କରିବା ନିମନ୍ତେ ସେମାନଙ୍କ ପାଖରେ ଆଦୌ ସମୟ ନ ଥିଲା, ସେମାନେ ସପ୍ତାହର ପ୍ରଥମ ଦିନର ପ୍ରଭାତରେ ତାହା କରିବାକୁ ଯାଉଛନ୍ତି I ବିକଳ୍ପ ଅନୁବାଦ: “ଯୀଶୁଙ୍କ ଶରୀରରେ ଲଗାଇବା ନିମନ୍ତେ ସୁଗନ୍ଧିଦ୍ରବ୍ୟ ଏବଂ ତୈଳ ପ୍ରସ୍ତୁତ କଲେ” (ଦେଖ: rc://*/ta/man/translate/figs-explicit)

they rested

ସ୍ତ୍ରୀଲୋକମାନେ କିଛି କାମ କଲେ ନାହିଁ

according to the commandment

ଯିହୂଦୀୟ ବ୍ୟବସ୍ଥା ଅନୁସାରେ ବା “ଯିହୂଦୀୟ ବ୍ୟବସ୍ଥା ଯେପରି ଆବଶ୍ୟକ କରିଥାଏ I” ବ୍ୟବସ୍ଥା ଅନୁସାରେ ତାଙ୍କ ଶରୀରକୁ ବିଶ୍ରାମବାରରେ ପ୍ରସ୍ତୁତ କରିବା ନିମନ୍ତେ ସେମାନଙ୍କ ପାଇଁ ଅନୁମତି ନ ଥିଲା I