or_tn/luk/23/54.md

697 B

the Day of the Preparation

ଯେଉଁ ଦିନ ଲୋକମାନେ ଯିହୂଦୀୟ ବିଶ୍ରାମ ଦିନ ନିମନ୍ତେ ପ୍ରସ୍ତୁତ ହୁଅନ୍ତି ଯାହାକୁ ବିଶ୍ରାମବାର କହନ୍ତି

the Sabbath was about to begin

ଯିହୂଦୀମାନଙ୍କ ନିମନ୍ତେ ଦିବସଟି ସୂର୍ଯାସ୍ତଠାରୁ ଆରମ୍ଭ ହୁଏ I ବିକଳ୍ପ ଅନୁବାଦ: “ଶୀଘ୍ର ସୂର୍ଯ୍ୟାସ୍ତ ହେବାକୁ ଯାଉଛି, ଯାହା ବିଶ୍ରାମବାରର ଆରମ୍ଭ” (ଦେଖ: rc://*/ta/man/translate/figs-metaphor)