or_tn/luk/23/51.md

954 B

He did not agree with the council and their action

ଯାହା ସିଦ୍ଧାନ୍ତ ଥିଲା, ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଯୀଶୁଙ୍କୁ ବଧ କରିବା ନିମନ୍ତେ ମହାସଭାର ସିଦ୍ଧାନ୍ତ ସହିତ ବା ତାଙ୍କୁ ବଧ କରିବାରେ ସେମାନଙ୍କର କାର୍ଯ୍ୟ ସହିତ” (ଦେଖ: rc://*/ta/man/translate/figs-explicit)

He was from Arimathea

ଏଠାରେ “ଯିହୂଦୀୟ ସହର” ଅର୍ଥ ଏହା ଯିହୂଦାରେ ଅବସ୍ଥିତ ଥିଲା I ବିକଳ୍ପ ଅନୁବାଦ: “ହାରାମଥୀୟା ନାମକ ସହର ଯାହା ଯିହୂଦାରେ ଅବସ୍ଥିତ ଥିଲା” (ଦେଖ: rc://*/ta/man/translate/translate-names)