or_tn/luk/23/46.md

1.4 KiB

crying out with a loud voice

ଉଚ୍ଚସ୍ୱରରେ ଚିତ୍କାର କଲେ I ଏହା ଦର୍ଶାଇବା ନିମନ୍ତେ ସହାୟକ ହେବ ଯେ ଏହି ବିଷୟ ପୂର୍ବବର୍ତ୍ତୀ ପଦଗୁଡିକର ଘଟଣାଗୁଡିକ ସହିତ ସମ୍ପର୍କୀତ ଅଟେ I ବିକଳ୍ପ ଅନୁବାଦ: “ଯେତେବେଳେ ତାହା ଘଟିଲା, ଯୀଶୁ ଉଚ୍ଚସ୍ୱରରେ ଚିତ୍କାର କଲେ”

Father

ଏହା ଈଶ୍ୱରଙ୍କ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I(ଦେଖ: rc://*/ta/man/translate/guidelines-sonofgodprinciples)

into your hands I commit my spirit

“ତୁମ୍ଭ ହସ୍ତରେ” ବାକ୍ୟାଂଶଟି ଈଶ୍ୱରଙ୍କ ଯତ୍ନକୁ ସୂଚାଏ I ବିକଳ୍ପ ଅନୁବାଦ: “ମୁଁ ତୁମର ଯତ୍ନ ମଧ୍ୟରେ ମୋର ଆତ୍ମାକୁ ସମର୍ପଣ କରୁଛି” ବା “ମୁଁ ମୋର ଆତ୍ମାକୁ ତୁମକୁ ଦେଉଅଛି, ଏହା ଜାଣି ଯେ ତୁମେ ଏହାର ଯତ୍ନ ନେବ” (ଦେଖ: rc://*/ta/man/translate/figs-metonymy)

Now having said this

ଯୀଶୁ ଏହା କହିବା ପରେ

he breathed his last

ଯୀଶୁ ମୃତ୍ୟୁବରଣ କଲେ