or_tn/luk/23/45.md

1.4 KiB

The sun was darkened

ଏହା ସୂର୍ଯ୍ୟୋଦୟକୁ ସୂଚାଏ ନାହିଁ I ବରଂ, ମଧ୍ୟାହ୍ନ ସମୟରେ ସୂର୍ଯ୍ୟର ଆଲୋକ ଅନ୍ଧକାରମୟ ହେଲା I ସୂର୍ଯ୍ୟ ଅସ୍ତଗାମୀ ହେବା ବିଷୟ ଅପେକ୍ଷା ସୂର୍ଯ୍ୟର ଅନ୍ଧକାରମୟ ହେବା ବିଷୟ ବର୍ଣ୍ଣନା କରିବା ପାଇଁ ଏକ ଭାବ ପ୍ରକାଶକ ଶବ୍ଦ ବ୍ୟବହାର କର I

the curtain of the temple

ମନ୍ଦିର ଭିତରେ ଥିବା ପରଦା I ଏହା ସେହି ପର୍ଦ୍ଦା ଅଟେ ଯାହା ମହା ପବିତ୍ର ସ୍ଥାନରୁ ମନ୍ଦିରର ଅବଶିଷ୍ଟ ଅଂଶକୁ ପୃଥକ କରିଥାଏ I

the curtain of the temple was torn in two

ମନ୍ଦିରର ପର୍ଦ୍ଦା ଦୁଇଖଣ୍ଡ ହୋଇ ଚିରିଗଲା I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ୱର ମନ୍ଦିରର ପର୍ଦ୍ଦାକୁ ଉପରୁ ତଳ ପର୍ଯ୍ୟନ୍ତ ଦୁଇଖଣ୍ଡ କରି ଚିରି ପକାଇଲେ” (ଦେଖ: rc://*/ta/man/translate/figs-activepassive)