or_tn/luk/23/41.md

580 B

We indeed ... we are receiving ... we did

“ଆମ୍ଭେମାନେ” ଶବ୍ଦର ପ୍ରୟୋଗ କେବଳ ସେହି ଦୁଇଜଣ ଅପରାଧୀଙ୍କୁ ସୂଚାଏ, ଯୀଶୁଙ୍କୁ ବା ଅନ୍ୟ ଲୋକମାନଙ୍କୁ ସୂଚାଏ ନାହିଁ I (ଦେଖ: rc://*/ta/man/translate/figs-123person)

we indeed rightly

ପ୍ରକୃତରେ ଆମ୍ଭେମାନେ ଏହି ଦଣ୍ଡ ପାଇବାକୁ ଯୋଗ୍ୟ ଅଟୁ

this man

ଏହା ଯୀଶୁଙ୍କୁ ସୂଚାଏ