or_tn/luk/23/37.md

615 B

If you are the King of the Jews, save yourself

ସୈନ୍ୟମାନେ ଯୀଶୁଙ୍କୁ ପରିହାସ କରୁଥିଲେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ବିଶ୍ୱାସ କରୁନାହୁଁ ଯେ ତୁମେ ଯିହୂଦୀମାନଙ୍କର ରାଜା ଅଟ, ଯଦି ତୁମେ ତାହା ଅଟ, ତେବେ ନିଜକୁ ରକ୍ଷା କରିବା ଦ୍ୱାରା ଆମ୍ଭମାନଙ୍କୁ ଭୁଲ ବୋଲି ପ୍ରମାଣିତ କର” (ଦେଖ: rc://*/ta/man/translate/figs-explicit)