or_tn/luk/23/35.md

1.6 KiB

The people stood by

ଲୋକମାନେ ସେଠାରେ ଠିଆ ହୋଇଥିଲେ

Let him save

ଏହା ଯୀଶୁଙ୍କୁ ସୂଚାଏ

He saved others. Let him save himself

ଅଧ୍ୟକ୍ଷମାନଙ୍କର ବିଦ୍ରୁପମୂଳକ ବାକ୍ୟଗୁଡିକୁ ଲୂକ ଲିପିବଦ୍ଧ କରନ୍ତି I ଯୀଶୁ ନିଜକୁ ଉଦ୍ଧାର କରିବା ପରିବର୍ତ୍ତେ ଅନ୍ୟମାନଙ୍କୁ ଉଦ୍ଧାର କରି ପାରିବା ନିମନ୍ତେ ସେ ନିଜେ ମୃତ୍ୟୁବରଣ କରିବା ହିଁ ଏକମାତ୍ର ଉପାୟ ଥିଲା I (ଦେଖ: rc://*/ta/man/translate/figs-irony)

Let him save himself

ଯୀଶୁ ନିଜକୁ ରକ୍ଷା କରିବାକୁ ସକ୍ଷମ ହେବା ଉଚିତ୍ I ସେମାନେ ଯୀଶୁଙ୍କୁ ପରିହାସ କରିବା ନିମନ୍ତେ ଏହା କହିଲେ I ସେମାନେ ବିଶ୍ବାସ କଲେ ନାହିଁ ଯେ ସେ ନିଜକୁ ରକ୍ଷା କରି ପାରିଥାନ୍ତେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଦେଖିବାକୁ ଚାହୁଁ ଯେ ସେ ନିଜକୁ ରକ୍ଷା କରିବା ଦ୍ୱାରା ପ୍ରମାଣିତ କରନ୍ତୁ ଯେ ସେ କିଏ ଅଟନ୍ତି”

the chosen one

ସେହି ବ୍ୟକ୍ତି ଯାହାଙ୍କୁ ଈଶ୍ୱର ମନୋନୀତ କରିଛନ୍ତି