or_tn/luk/23/31.md

12 lines
2.0 KiB
Markdown

# For if they do these things while the tree is green, what will happen when it is dry?
ବର୍ତ୍ତମାନର ଉତ୍ତମ ସମୟରେ ଲୋକମାନେ ମନ୍ଦ ବିଷୟଗୁଡିକ କରୁଛନ୍ତି ତେଣୁ ନିଶ୍ଚିତ ଭାବରେ ସେମାନେ ଭବିଷ୍ୟତରେ ମନ୍ଦ ସମୟଗୁଡିକରେ ଆହୁରି ଅଧିକ ଦୟନୀୟ ବିଷୟଗୁଡିକ କରିବେ, ଏହି ବିଷୟ ଯେପରି ଲୋକମାନେ ବୁଝିପାରିବେ, ସେଥିପାଇଁ ସେମାନଙ୍କୁ ସାହାଯ୍ୟ କରିବାକୁ ଯୀଶୁ ଏକ ପ୍ରଶ୍ନର ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଦେଖି ପାରିବ ଯେ ଯେତେବେଳେ ବୃକ୍ଷ ସବୁଜ ଅଟେ, ସେତେବେଳେ ସେମାନେ ଏହି ମନ୍ଦ ବିଷୟଗୁଡିକ କରୁଛନ୍ତି ତେଣୁ ତୁମ୍ଭେମାନେ ନିଶ୍ଚିତ ହୋଇପାରିବ ଯେ ଯେତେବେଳେ ବୃକ୍ଷ ଶୁଷ୍କ ହୋଇଥିବ, ସେତେବେଳେ ସେମାନେ ଆହୁରି ଶୋଚନୀୟ ବିଷୟଗୁଡିକ କରିବେ I” (ଦେଖ: [[rc://*/ta/man/translate/figs-rquestion]])
# the tree is green
ସବୁଜ ବୃକ୍ଷ କିଛି ଉତ୍ତମ ବିଷୟ ନିମନ୍ତେ ଏକ ରୂପକ ଅଟେ I ଯଦି ତୁମ ଭାଷାରେ ସେହି ସମାନ ଧରଣର ରୂପକ ଥାଏ, ତୁମେ ତାହା ଏହି ସ୍ଥାନରେ ବ୍ୟବହାର କରିବା ଉଚିତ I (ଦେଖ: [[rc://*/ta/man/translate/figs-metaphor]])
# it is dry
ଯାହା କେବଳ ଜାଳିବା ନିମନ୍ତେ ବ୍ୟବହାରଯୋଗ୍ୟ ହେବ, ତାହା ପାଇଁ ଶୁଖିଲା କାଠ ଏକ ରୂପକ ଅଟେ I (ଦେଖ:[[rc://*/ta/man/translate/figs-metaphor]])