or_tn/luk/23/28.md

2.1 KiB

turning to them

ଏହା ସୂଚାଏ ଯେ ଯୀଶୁ ସ୍ତ୍ରୀଲୋକମାନଙ୍କ ଆଡକୁ ଆପଣା ମୁଖ ଫେରାଇଲେ ଓ ସିଧାସଳଖ ଭାବରେ ସେମାନଙ୍କୁ ସମ୍ବୋଧନ କଲେ I

Daughters of Jerusalem

ଗୋଟିଏ ନଗରର “କନ୍ୟା” ଅର୍ଥ ଗୋଟିଏ ନଗରର ସ୍ତ୍ରୀଲୋକମାନେ I ଏହା ରୁକ୍ଷ ନୁହେଁ I ଗୋଟିଏ ସ୍ଥାନର ଦଳେ ସ୍ତ୍ରୀଲୋକମାନଙ୍କୁ ସମ୍ବୋଧନ କରିବା ନିମନ୍ତେ ଏହା ଏକ ସ୍ୱାଭାବିକ ଶୈଳୀ ଥିଲା I ବିକଳ୍ପ ଅନୁବାଦ: “ହେ ଯିରୂଶାଲମରୁ ଆସିଥିବା ନାରୀଗଣ”

do not weep for me, but weep for yourselves and for your children

ସେହି ବ୍ୟକ୍ତି ଶବ୍ଦ ସେହି ବ୍ୟକ୍ତି ପ୍ରତି ଯାହା ଘଟେ ତାହାକୁ ବୁଝାଏ I ବିକଳ୍ପ ଅନୁବାଦ: “ମୋ’ ପ୍ରତି ଯେଉଁ ମନ୍ଦ ବିଷୟଗୁଡିକ ଘଟିବାକୁ ଯାଉଅଛି, ସେସମ୍ପର୍କରେ ରୋଦନ କର ନାହିଁ I ତା’ର ପରିବର୍ତ୍ତେ ଯେଉଁ ଅଧିକ ଶୋଚନୀୟ ବିଷୟଗୁଡିକ ତୁମ୍ଭମାନଙ୍କ ପ୍ରତି ଏବଂ ତୁମ୍ଭମାନଙ୍କ ସନ୍ତାନମାନଙ୍କ ପ୍ରତି ଘଟିବ, ସେଥିସକାଶେ ରୋଦନ କର” ବା “ତୁମ୍ଭେମାନେ ରୋଦନ କରୁଛ କାରଣ ମୋ’ ପ୍ରତି ମନ୍ଦ ବିଷୟଗୁଡିକ ଘଟୁଅଛି, କିନ୍ତୁ ତୁମ୍ଭେମାନେ ରୋଦନ କରିବ କାରଣ ଆହୁରି ଅଧିକ ଶୋଚନୀୟ ବିଷୟଗୁଡିକ ତୁମ୍ଭମାନଙ୍କ ପ୍ରତି ଏବଂ ତୁମ୍ଭମାନଙ୍କ ସନ୍ତାନମାନଙ୍କ ପ୍ରତି ଘଟିବ” (ଦେଖ: rc://*/ta/man/translate/figs-metonymy)