or_tn/luk/23/26.md

1.3 KiB

As they led him away

ପିଲାତ ଯେଉଁ ସ୍ଥାନରେ ଥିଲେ ସେହି ସ୍ଥାନରୁ ଯୀଶୁଙ୍କୁ ସୈନ୍ୟମାନେ ନେଇଯାଉଥିବାବେଳେ

they seized

ରୋମୀୟ ସୈନ୍ୟମାନଙ୍କର ଅଧିକାର ଥିଲା ଯେ ସେମାନେ ଲୋକମାନଙ୍କୁ ସେମାନଙ୍କ ନିଜର ଭାର ବହନ କରିବା ପାଇଁ ବାଧ୍ୟ କରିପାରିବେ I ଏହାକୁ ଏଭଳି ଭାବରେ ଅନୁବାଦ କର ନାହିଁ ଯାହା ସୂଚାଇବ ଯେ ଶିମୋନ ଗିରଫ ହୋଇଥିଲା ବା ସେ କୌଣସି ଭୁଲ୍ କାର୍ଯ୍ୟ କରିଥିଲା

a certain Simon of Cyrene

ଶିମୋନ ନାମକ ଜଣେ ଲୋକ, କୁରୀଣୀୟ ପଲ୍ଲୀଗ୍ରାମରୁ ଆସିଥିଲେ (ଦେଖ: rc://*/ta/man/translate/translate-names)

coming from the country

ସେ ଯିରୁଶାଲମର ବାହାରୁ ପଲ୍ଲୀଗ୍ରାମରୁ ଆସିଥିଲେ

putting the cross on him

ତାଙ୍କର କାନ୍ଧରେ କୃଶ ବୋହିଲେ

behind Jesus

ଏବଂ ସେ ଯୀଶୁଙ୍କର ପଛେ ପଛେ ଅନୁସରଣ କଲେ