or_tn/luk/23/22.md

1.5 KiB

Then he said to them a third time

ପିଲାତ ତୃତୀୟ ଥର ଜନତାଙ୍କୁ ପୁନର୍ବାର କହିଲେ (ଦେଖ: rc://*/ta/man/translate/translate-ordinal)

what evil has this man done?

ଯୀଶୁ ଯେ ନିର୍ଦ୍ଦୋଷ ଅଟନ୍ତି, ଏହା ଲୋକମାନଙ୍କ ଭିଡକୁ ବୁଝାଇବା ନିମନ୍ତେ ପିଲାତ ଏହି ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଏହି ବ୍ୟକ୍ତି କୌଣସି ଭୁଲ୍ କାର୍ଯ୍ୟ କରି ନାହାନ୍ତି” (ଦେଖ: rc://*/ta/man/translate/figs-rquestion)

I have found no fault deserving death in him

ସେ ପ୍ରାଣଦଣ୍ଡର ଯୋଗ୍ୟ ଏପରି କୋଣସି କାର୍ଯ୍ୟ କରିନାହାନ୍ତି

after punishing him, I will release him

ଯେପରି ଲୂକ 23: 16ରେ ଅଛି ତଦନୁସାରେ ପିଲାତ ତାଙ୍କୁ କୌଣସି ଦଣ୍ଡ ନ ଦେଇ ମୁକ୍ତ କରି ଦେଇପାରିଥାନ୍ତେ କାରଣ ସେ ନିର୍ଦ୍ଦୋଷ ଥିଲେ I କିନ୍ତୁ ସେ ଭିଡକୁ ସନ୍ତୁଷ୍ଟ କରିବା ନିମନ୍ତେ ଯୀଶୁଙ୍କୁ ଦଣ୍ଡ ଦେବା ପାଇଁ ସମର୍ପଣ କଲେ I

I will release him

ମୁଁ ତାହାକୁ ମୁକ୍ତ କରି ଦେବି