or_tn/luk/23/15.md

2.0 KiB

Connecting Statement:

ପିଲାତ ଯିହୂଦୀ ନେତାମାନଙ୍କୁ ଏବଂ ଜନସାଧାରଣଙ୍କୁ କହିବା ଜାରି ରଖିଲେ I

But neither did Herod

ଏହି ସଂକ୍ଷିପ୍ତ ଉକ୍ତିରେ ଯେଉଁ ତଥ୍ୟ ସାମିଲ କରାଯାଇନାହିଁ ତାକୁ ଯୋଗ କରିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: ଏପରିକି ହେରୋଦ ଭାବନ୍ତି ନାହିଁ ଯେ ସେ ଦୋଷୀ ଅଟନ୍ତି” ବା “ଏପରିକି ହେରୋଦ ଭାବନ୍ତି ଯେ ସେ ନିର୍ଦ୍ଦୋଷ ଅଟନ୍ତି” (ଦେଖ: rc://*/ta/man/translate/figs-ellipsis)

neither did Herod, for

ହେରୋଦ ମଧ୍ୟ ଦୋଷ ପାଇ ନାହାନ୍ତି କାରଣ ବା “ହେରୋଦ ମଧ୍ୟ ପାଇ ନାହାନ୍ତି I ଆମ୍ଭେମାନେ ଏହା ଜାଣୁ କାରଣ”

he sent him back to us

ହେରୋଦ ଯୀଶୁଙ୍କୁ ଆମ୍ଭମାନଙ୍କ ନିକଟକୁ ଫେରାଇ ଦେଲେ I “ଆମ୍ଭମାନଙ୍କ” ଶବ୍ଦଟି ପିଲାତଙ୍କୁ, ତାଙ୍କର ସୈନ୍ୟମାନଙ୍କୁ ଯାଜକମାନଙ୍କୁ ଓ ଶାସ୍ତ୍ରୀମାନଙ୍କୁ ସୂଚାଏ, କିନ୍ତୁ ଯେଉଁମାନେ ପିଲାତଙ୍କ କଥା ଶୁଣୁଥିଲେ ସେମାନଙ୍କୁ ନୁହେଁ I (ଦେଖ: rc://*/ta/man/translate/figs-exclusive)

nothing that is worthy of death has been done by him

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେ ମୃତ୍ୟୁଦଣ୍ଡ ଯୋଗ୍ୟ ଏପରି କୌଣସି କାର୍ଯ୍ୟ କରି ନାହାନ୍ତି” (ଦେଖ: rc://*/ta/man/translate/figs-activepassive)