or_tn/luk/23/13.md

911 B

called together the chief priests and the rulers and the crowd of people

ପ୍ରଧାନ ଯାଜକମାନଙ୍କୁ ଏବଂ ଅଧ୍ୟକ୍ଷମାନଙ୍କୁ ଏବଂ ଲୋକସମୂହର ଭିଡକୁ ଏକତ୍ର ଆସି ସାକ୍ଷାତ କରିବାକୁ ଡାକିଲେ

the people

ଏହା ସମ୍ଭବ ହୋଇଥାଇ ନ ପାରେ ଯେ ପିଲାତ ଏକ ଭିଡକୁ ଆସିବାକୁ ଡାକିଲେ I ହୁଏତ ଲୋକସମୂହ ତଥାପି ସେହି ସ୍ଥାନରେ ଏହା ଦେଖିବା ପାଇଁ ରହିଥିଲେ ଯେ ଯୀଶୁଙ୍କ ପ୍ରତି କଅଣ ଘଟିବ I ବିକଳ୍ପ ଅନୁବାଦ: “ସେପର୍ଯ୍ୟନ୍ତ ଜନତା ସେହି ସ୍ଥାନରେ ରହିଥିଲେ”(ଦେଖ: rc://*/ta/man/translate/figs-explicit)