or_tn/luk/23/03.md

1.1 KiB

So Pilate questioned him

ପିଲାତ ଯୀଶୁଙ୍କୁ ପଚାରିଲେ

You say so

ସାମ୍ଭାବ୍ୟ ଉତ୍ତର ଗୁଡିକ 1) “ଏହା କହିବା ଦ୍ୱାରା, ଯୀଶୁ ସୂଚାଇଲେ ଯେ ସେ ଯିହୂଦୀମାନଙ୍କର ରାଜା ଅଟନ୍ତି I ବିକଳ୍ପ ଅନୁବାଦ: “ହଁ, ଆପଣ ଯେପରି କହିଛନ୍ତି, ମୁଁ ସେହି” ବା “ହଁ, ଏହା ଆପଣ ଯେପରି କହିଲେ ଠିକ ସେହିପରି” ବା 2) ଏହା କହିବା ଦ୍ୱାରା, ଯୀଶୁ କହୁଥିଲେ ଯେ ଯୀଶୁ ନୁହନ୍ତି, ମାତ୍ର ପିଲାତ ହେଉଛନ୍ତି ସେହି ବ୍ୟକ୍ତି ଯିଏ ତାଙ୍କୁ ଯିହୂଦୀମାନଙ୍କର ରାଜା ବୋଲି ସମ୍ବୋଧନ କରୁଛନ୍ତି I ବିକଳ୍ପ ଅନୁବାଦ: “ଆପଣ ସ୍ୱୟଂ ଏପରି କହିଲେ” (ଦେଖ: rc://*/ta/man/translate/figs-explicit)