or_tn/luk/23/02.md

1.0 KiB

We found

ଆମ୍ଭେମାନେ ଶବ୍ଦ କେବଳ ମହାସଭାର ସଭ୍ୟମାନଙ୍କୁ ସୂଚାଏ, ଏବଂ ପିଲାତଙ୍କୁ ଓ ନିକଟରେ ଥିବା ଅନ୍ୟ କୌଣସି ଲୋକମାନଙ୍କୁ ନୁହେଁ I (ଦେଖ: rc://*/ta/man/translate/figs-exclusive)

perverting our nation

ଯାହା ଉତ୍ତମ ନୁହେଁ ତାହା କରିବା ନିମନ୍ତେ ଆମ୍ଭମାନଙ୍କ ଲୋକମାନଙ୍କୁ ମତାଉଅଛି ବା “ଆମ୍ଭମାନଙ୍କ ଲୋକମାନଙ୍କୁ ମିଥ୍ୟା କଥା କହି ଅନର୍ଥ ବିଷୟ ସୃଷ୍ଟି କରୁଛି”

forbidding to give tribute

ସେମାନଙ୍କୁ କର ନ ଦେବାକୁ କହିଲେ

to Caesar

କାଇସର ରୋମର ସମ୍ରାଟଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସମ୍ରାଟଙ୍କୁ “ (ଦେଖ: rc://*/ta/man/translate/figs-metonymy)