or_tn/luk/22/71.md

820 B

What further need do we have of a witness?

ସେମାନେ ଗୁରୁତ୍ୱ ଦେବା ପାଇଁ ଏକ ପ୍ରଶ୍ନ ବ୍ୟବହାର କଲେ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ଆଉ ସାକ୍ଷୀର ପ୍ରୟୋଜନ ନାହିଁ !” (ଦେଖ: rc://*/ta/man/translate/figs-rquestion)

we have heard from his own mouth

“ତାଙ୍କ ନିଜର ମୁଖରୁ“ ବ୍ୟାକ୍ୟାଂଶଟି ତାଙ୍କ ବକ୍ତବ୍ୟକୁ ସୂଚାଏ I ବିକଳ୍ପ ଅନୁବାଦ: “ତାକୁ କହିବା ଶୁଣିଲୁ ଯେ ସେ ବିଶ୍ୱାସ କରେ ଯେ ସେ ଈଶ୍ୱରଙ୍କ ପୁତ୍ର ଅଟେ” (ଦେଖ: rc://*/ta/man/translate/figs-metonymy)