or_tn/luk/22/70.md

1021 B

Then you are the Son of God?

ମହାସଭା ତାଙ୍କୁ ଏହି ପ୍ରଶ୍ନ ପଚାରିଲେ କାରଣ ସେମାନେ ଇଚ୍ଛା କରୁଥିଲେ ଯେ ଯୀଶୁ ସ୍ପଷ୍ଟ ଭାବରେ ସେମାନଙ୍କର ଏହି ଚିନ୍ତାଧାରାକୁ ଦୃଢ଼ କରନ୍ତୁ ଯେ ସେ ନିଜକୁ ଈଶ୍ୱରଙ୍କ ପୁତ୍ର ବୋଲି କହୁଛନ୍ତି I ବିକଳ୍ପ ଅନୁବାଦ: “ଯେତେବେଳେ ତୁମେ କହିଲ, ଏହାର ଅର୍ଥ କ’ଣ ତୁମେ ଈଶ୍ୱରଙ୍କ ପୁତ୍ର?” (ଦେଖ: rc://*/ta/man/translate/figs-explicit)

Son of God

ଏହା ଯୀଶୁଙ୍କ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

You are saying that I am

ହଁ, ଏହା ଠିକ୍ ତୁମେ କହିବା ପରି