or_tn/luk/22/69.md

1.4 KiB

Connecting Statement:

ଯୀଶୁ ମହାସଭାରେ କହିବା ଜାରି ରଖିଥିଲେ I

from now on

ଆଜି ଦିନଠାରୁ କିମ୍ବା “ ଆଜିଦିନର ଆରମ୍ଭରୁ”

the Son of Man will be

ଯୀଶୁ ନିଜକୁ ସୂଚାଇବାକୁ ଯାଇ ଏହି ବ୍ୟାକ୍ୟାଂଶ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ ମୁଁ, ମନୁଷ୍ୟପୁତ୍ର, କରିବି” (ଦେଖ: rc://*/ta/man/translate/figs-123person)

seated at the right hand of the power of God

“ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ” ବସିବା ଈଶ୍ୱରଙ୍କଠାରୁ ମହାନ ସମ୍ମାନ ଓ କ୍ଷମତା ପାଇବାର ଏକ ପ୍ରତୀକାତ୍ମକ କାର୍ଯ୍ୟ ଅଟେ I ବିକଳ୍ପ ଅନୁବାଦ: “ଈଶ୍ୱରଙ୍କ କ୍ଷମତାର ପାର୍ଶ୍ୱରେ ସମ୍ମାନଜନକ ସ୍ଥାନରେ ବସିଲେ” (ଦେଖ: rc://*/ta/man/translate/translate-symaction)

the power of God

ସର୍ବଶକ୍ତିମାନ ଈଶ୍ୱର I ଏଠାରେ “ଶକ୍ତି” ତାଙ୍କର ସର୍ବୋଚ୍ଚ କ୍ଷମତାକୁ ସୂଚାଏ I (ଦେଖ: rc://*/ta/man/translate/figs-metonymy)