or_tn/luk/22/68.md

1.3 KiB

if I ask you, you will certainly not answer

ଏହା ଦ୍ୱିତୀୟ ପରିକଳ୍ପିତ ଉକ୍ତି ଅଟେ I ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ସେମାନଙ୍କୁ କୌଣସି କାରଣ ନ ଦେଇ ସେମାନଙ୍କୁ ଭର୍ସନା କରିବା ଏହା ଗୋଟିଏ ଉପାୟ ଥିଲା I “ଯଦି ମୁଁ ତୁମ୍ଭମାନଙ୍କୁ କୁହେ ତୁମ୍ଭେମାନେ ବିଶ୍ୱାସ କରିବ ନାହିଁ"" (67 ପଦ), ଏହା ଦର୍ଶାଏ ଯେ ଯୀଶୁ ବିଶ୍ବାସ କରୁ ନ ଥିଲେ ଯେ ମହାସଭା ପ୍ରକୃତରେ ସତ୍ୟର ସନ୍ଧାନ କରୁଥିଲେ I ସେହି କାର୍ଯ୍ୟଟି ପ୍ରକୃତରେ ଘଟିନାହିଁ, ତାହା ତୁମର ଭାଷାରେ ସୂଚାଇବାକୁ ହୁଏତ ଏକ ଶୈଳୀ ଥାଇପାରେ I ଯୀଶୁ କହୁଛନ୍ତି ଯେ ସେ କୁହନ୍ତୁ ଅବା କହିବା ନିମନ୍ତେ ସେମାନଙ୍କୁ ପଚାରନ୍ତୁ, ସେମାନେ ନିର୍ଭୁଲ ଭାବରେ ପ୍ରତ୍ୟୁତ୍ତର ଦେବେ ନାହିଁ I (ଦେଖ: rc://*/ta/man/translate/figs-hypo)