or_tn/luk/22/67.md

12 lines
1.2 KiB
Markdown

# saying
ଏକ ନୂତନ ବାକ୍ୟ ଏହି ସ୍ଥାନରେ ଆରମ୍ଭ କରାଯାଇପାରେ I ବିକଳ୍ପ ଅନୁବାଦ: “ ପ୍ରାଚୀନମାନେ ଯୀଶୁଙ୍କୁ କହିଲେ”
# If you are the Christ, tell us
ତୁମେ ଯଦି ଖ୍ରୀଷ୍ଟ, ତେବେ ଆମ୍ଭମାନଙ୍କୁ କୁହ
# If I tell you, you will certainly not believe
ଯୀଶୁଙ୍କ ଦ୍ୱାରା ଏହା ପ୍ରଥମ ପରିକଳ୍ପିତ ଉକ୍ତି ଅଟେ I ସେ ଈଶ୍ୱରନିନ୍ଦା ଦୋଷରେ ଦୋଷୀ ବୋଲି ସେମାନଙ୍କୁ କହିବା ନିମନ୍ତେ ଏକ କାରଣ ଦେବା ପରିବର୍ତ୍ତେ ପ୍ରତ୍ୟୁତ୍ତର ଦେବା ନିମନ୍ତେ ଯୀଶୁଙ୍କର ଏହା ଏକ ଶୈଳୀ ଥିଲା I ସେହି କାର୍ଯ୍ୟଟି ପ୍ରକୃତରେ ଘଟିନାହିଁ, ତାହା ସୂଚାଇବାକୁ ତୁମର ଭାଷାରେ ହୁଏତ ଏକ ଶୈଳୀ ଥାଇପାରେ I (ଦେଖ: [[rc://*/ta/man/translate/figs-hypo]])