or_tn/luk/22/66.md

1.1 KiB

General Information:

ଏହା ପରବର୍ତ୍ତୀ ଦିନ ଅଟେ ଏବଂ ଯୀଶୁଙ୍କୁ ମହାସଭା ସମ୍ମୁଖକୁ ଅଣାଗଲା

Now when it was day

ପରବର୍ତ୍ତୀ ସକାଳ ହେଲାକ୍ଷଣି

They led him into their council

ସାମ୍ଭାବ୍ୟ ଉତ୍ତରଗୁଡିକ ହେଲା 1) “ ପ୍ରାଚୀନମାନେ ଯୀଶୁଙ୍କୁ ମହାସଭା ସମ୍ମୁଖକୁ ଆଣିବାକୁ କହିଲେ” କିମ୍ବା 2 ) “ପ୍ରହରୀମାନେ ଯୀଶୁଙ୍କୁ ପ୍ରାଚୀନମାନଙ୍କ ମହାସଭାକୁ ନେଇଗଲେ I“ କେତେକ ଭାଷାରେ କିଏ ତାଙ୍କୁ କଢ଼ାଇ ନେଲା ବିଷୟକୁ ଏଡି ଦେଇ ସର୍ବନାମ “ସେମାନେ”କୁ ବ୍ୟବହାର କରନ୍ତି କିମ୍ବା ଏକ ସୁପ୍ତ କ୍ରିୟାପଦ ବ୍ୟବହାର କରନ୍ତି: “ଯୀଶୁ ମହାସଭାକୁ ନିଆଯାଇଥିଲେ” (ଦେଖ: rc://*/ta/man/translate/figs-activepassive)