or_tn/luk/22/64.md

2.0 KiB

They put a cover over him

ସେମାନେ ତାହାର ଆଖିକୁ ଘୋଡାଇ ଦେଲେ ଯେପରି ସେ କିଛି ଦେଖି ପାରିବେ ନାହିଁ

Prophesy! Who is the one who hit you?

ପ୍ରହରୀମାନେ ବିଶ୍ୱାସ କଲେ ନାହିଁ ଯେ ଯୀଶୁ ଜଣେ ଭାବବାଦୀ ଅଟନ୍ତି I ବରଂ ସେମାନେ ବିଶ୍ୱାସ କରୁଥିଲେ ଯେ ଜଣେ ପ୍ରକୃତ ଭାବବାଦୀ ତାଙ୍କୁ କିଏ ମାରିଲା ତାହାକୁ ସେ ଦେଖି ପାରୁ ନ ଥିଲେ ବି ସେ କିଏ ବୋଲି ଜାଣି ପାରିବେ I ସେମାନେ ଯୀଶୁଙ୍କୁ ଭାବବାଦୀ ବୋଲି ଡାକିଲେ, କିନ୍ତୁ ସେମାନେ ତାହାଙ୍କୁ ପରିହାସ କରୁଥିଲେ ଏବଂ ତାହାଙ୍କୁ ଦେଖାଇବାକୁ ଚାହୁଁଥିଲେ ଯେ ସେ ଜଣେ ଭାବବାଦୀ ବୋଲି ସେମାନେ କାହିଁକି ଭାବୁନାହାନ୍ତି I ବିକଳ୍ପ ଅନୁବାଦ: “ପ୍ରମାଣିତ କର ତୁମେ ଜଣେ ଭାବବାଦୀ ଅଟ I ଆମକୁ କୁହ ଯେ କିଏ ତୁମକୁ ମାରିଲା!” କିମ୍ବା “ ଏ ଭାବବାଦୀ, କିଏ ତୋତେ ମାରିଲା?” (ଦେଖ: rc://*/ta/man/translate/figs-irony)

Prophesy!

ଈଶ୍ୱରଙ୍କଠାରୁ ବାକ୍ୟ କୁହ ! ଏହି ସୂଚନା ଦିଆଯାଇଥିବା ତଥ୍ୟ ଏହା ଯେ ଈଶ୍ୱର ଯୀଶୁଙ୍କୁ କଥା କହିଥାଆନ୍ତେ ଯେ, କିଏ ତାଙ୍କୁ ଆଘାତ କଲା କାରଣ ତାଙ୍କର ଆଖିକୁ ଘୋଡାଇ ଦିଆ ଯାଇଥିଲା ଏବଂ ସେ ଦେଖି ପାରୁ ନ ଥିଲେ I (ଦେଖ: rc://*/ta/man/translate/figs-explicit)