or_tn/luk/22/60.md

16 lines
2.1 KiB
Markdown

# Man
ପିତର ସେହି ଲୋକର ନାମ ଜାଣି ନ ଥିଲେ I “ଭାଇ” ବୋଲି ତାକୁ ଡାକିବା ଦ୍ୱାରା ସେ ତାହାକୁ ଅପମାନିତ କରୁ ନାହାନ୍ତି I ଯଦି ଲୋକମାନେ ଭାବିବେ ଯେ ସେ ତାକୁ ଅପମାନିତ କରୁଛନ୍ତି, ତେବେ ତୁମର ସଂସ୍କୃତିଗତ ଶୈଳୀ ଅନୁସାରେ ଜଣେ ପୁରୁଷ ନିମନ୍ତେ ସେ ଜାଣି ନ ଥିବା ଜଣେ ପୁରୁଷକୁ ସମ୍ବୋଧନ କରିବା ପାଇଁ ଗ୍ରହଣୀୟ ଶବ୍ଦ ବ୍ୟବହାର କରିପାରିବ, କିମ୍ବା ତୁମେ ସେହି ଶବ୍ଦକୁ ବାଦ ଦେଇ ପାରିବ I ଲକ୍ଷ୍ୟ କର ଯେ ତୁମେ କିପରି ଏହାକୁ [ଲୂକ 22:58] (../22/58 .ମଝି)ରେ ଅନୁବାଦ କରିଛ I
# I do not know what you are saying
ମୁଁ ଜାଣେ ନାହିଁ ତୁମେ କେଉଁ ବିଷୟରେ କଥାବାର୍ତ୍ତା କରୁଛ I ଏହି ଅଭିବ୍ୟକ୍ତିର ଅର୍ଥ ପିତର ସମ୍ପୂର୍ଣ୍ଣ ଭାବରେ ସେହି ଲୋକ ସହିତ ଅସମ୍ମତ ହେଉଛନ୍ତି I ବିକଳ୍ପ ଅନୁବାଦ: “ତୁମେ ଯାହା କହିଲ, ତାହା ସତ୍ୟ ନୁହେଁ” ବା “ତୁମେ ଯାହା କହିଲ ତାହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ଅଟେ” (ଦେଖ: [[rc://*/ta/man/translate/figs-idiom]])
# while he was still speaking
ପିତର କଥା କହୁଥିବା ସମୟରେ
# a rooster crowed
ଅନେକ ସମୟରେ କୁକୁଡା ପ୍ରଭାତରେ ସୂର୍ଯ୍ୟୋଦୟର ଠିକ ପୂର୍ବରୁ ଡାକିଥାଏ I ଲକ୍ଷ୍ୟ କର ଯେ ତୁମେ କିପରି ଏହାକୁ [ଲୂକ 22:34] (../22/34.ମଝି)ରେ ଅନୁବାଦ କରିଛ I