or_tn/luk/22/47.md

2.1 KiB

behold, a crowd appeared

“ଦେଖ” ଶବ୍ଦ ଆମ୍ଭମାନଙ୍କୁ କାହାଣୀରେ ଏକ ନୂତନ ଦଳ ପ୍ରତି ସତର୍କ କରେ I ତୁମର ଭାଷାରେ ହୁଏତ ଏହା କରିବା ନିମନ୍ତେ ଏକ ଶୈଳୀ ଥାଇପାରେ I ବିକଳ୍ପ ଅନୁବାଦ: “ଗୋଟିଏ ଜନସମୂହ ଆସି ସେଠାରେ ଉପସ୍ଥିତ ହେଲେ” (ଦେଖ: rc://*/ta/man/translate/writing-participants)

was leading them

ଯିହୂଦା ଲୋକମାନଙ୍କୁ ଦେଖାଉଥିଲା ଯେ ଯୀଶୁ କେଉଁଠାରେ ଥିଲେ I ସେ ଲୋକସମୂହକୁ କ’ଣ କରିବାକୁ ହେବ, ତାହା କହୁ ନ ଥିଲା I ବିକଳ୍ପ ଅନୁବାଦ: “ସେମାନଙ୍କୁ ଯୀଶୁଙ୍କ ନିକଟକୁ କଢ଼ାଇ ନେଉଥିଲା” (ଦେଖ: @)

to kiss him

ଏକ ଚୁମ୍ବନ ସହିତ ତାଙ୍କୁ ଅଭିବାଦନ କରିବା ପାଇଁ ବା “ତାଙ୍କୁ ଚୁମ୍ବନ କରିବା ଦ୍ୱାରା ତାଙ୍କୁ ନମସ୍କାର କରିବା I” ଯେତେବେଳେ ପୁରୁଷମାନେ, ପରିବାର ଲୋକମାନେ ବା ବନ୍ଧୁମାନେ ଅଭିବାଦନ କରୁଥିଲେ, ସେମାନେ ସେମାନଙ୍କୁ ଗୋଟିଏ ଗାଲରେ ବା ଉଭୟ ଗାଲରେ ଚୁମ୍ବନ ଦେଉଥିଲେ I ଜଣେ ପୁରୁଷ ଆଉ ଜଣେ ପୁରୁଷକୁ ଚୁମ୍ବନ କରିବ ଏହା କହିବା ପାଇଁ ଯଦି ତୁମର ପାଠକମାନେ ଲଜ୍ଜାବୋଧ କରନ୍ତି, ତେବେ ତୁମେ ଏହାକୁ ଅଧିକ ସାଧାରଣ ଶୈଳୀରେ ଅନୁବାଦ କରିପାରିବ: ତାଙ୍କୁ ଏକ ବନ୍ଧୁତ୍ଵପୂର୍ଣ୍ଣ ଅଭିବାଦନ ଦେବା I” (ଦେଖ: rc://*/ta/man/translate/translate-unknown)