or_tn/luk/22/31.md

1.4 KiB

General Information:

ଯୀଶୁ ଶିମୋନଙ୍କୁ ସିଧାସଳଖ ଭାବରେ କହନ୍ତି I

Simon, Simon

ଯୀଶୁ ଏହା ଦର୍ଶାଇବା ନିମନ୍ତେ ତାଙ୍କର ନାମ ଦୁଇଥର କହନ୍ତି ଯେ ସେ ଯାହା କହିବାକୁ ଯାଉଛନ୍ତି ତାହା ଅତି ମହତ୍ତ୍ଵପୂର୍ଣ୍ଣ ଅଟେ I

you

“ତୁମ୍ଭମାନଙ୍କୁ” ଶବ୍ଦ ସମସ୍ତ ପ୍ରେରିତମାନଙ୍କୁ ସୂଚାଏ I ଯେଉଁ ଭାଷାଗୁଡିକରେ “ତୁମ୍ଭମାନଙ୍କୁ” ଶବ୍ଦ ନିମନ୍ତେ ବିଭିନ୍ନ ରୂପ ରହିଛି, ସେମାନେ ବହୁବଚନର ରୂପ ବ୍ୟବହାର କରିବା ଉଚିତ I (ଦେଖ: rc://*/ta/man/translate/figs-you)

to sift you as wheat

ଏହାର ଅର୍ଥ ଏହି ଯେ କୌଣସି ତୃଟି ପାଇବା ନିମନ୍ତେ ଶୟତାନ ଶିଷ୍ୟମାନଙ୍କୁ ପରୀକ୍ଷା କରିବାକୁ ଚାହେଁ I ବିକଳ୍ପ ଅନୁବାଦ: “ଜଣେ ଲୋକକୁ ଶସ୍ୟଦାନା ପରି ଚାଲୁଣୀରେ ଚଲାଇବା ଭଳି ପରୀକ୍ଷା କରିବ” (ଦେଖ: rc://*/ta/man/translate/figs-metaphor)