or_tn/luk/22/26.md

1.1 KiB

Connecting Statement:

ଯୀଶୁ ତାଙ୍କର ପ୍ରେରିତମାନଙ୍କୁ ଶିକ୍ଷା ଦେବା ଜାରି ରଖିଲେ I

it must not be like this with you

ତୁମ୍ଭେମାନେ ସେପ୍ରକାର କାର୍ଯ୍ୟ କରିବା ଉଚିତ୍ ନୁହେଁ

the youngest

ସେହି ସଂସ୍କୃତିରେ ବୟୋଜେଷ୍ଠ ଲୋକମାନେ ସମ୍ମାନିତ ହେଉଥିଲେ I ନେତାମାନେ ସାଧାରଣତଃ ବୟୋଜେଷ୍ଠ ଲୋକମାନେ ଥିଲେ ଏବଂ “ପ୍ରାଚୀନ” ବୋଲାଯାଉଥିଲେ I କନିଷ୍ଠ ବ୍ୟକ୍ତି ସମ୍ଭବତଃ ନେତୃତ୍ଵ ଦେବା ପାଇଁ ଗୌଣ ଥିଲେ ଏବଂ କମ୍ ଗୁରୁତ୍ଵପୂର୍ଣ୍ଣ ଥିଲେ I ବିକଳ୍ପ ଅନୁବାଦ: “ଅଳ୍ପ ଗୁରୁତ୍ଵପୂର୍ଣ୍ଣ” (ଦେଖ: rc://*/ta/man/translate/figs-metaphor)

the one who serves

ଜଣେ ସେବକ