or_tn/luk/22/20.md

1.4 KiB

This cup

“ପାନପାତ୍ର” ଶବ୍ଦ ପାତ୍ରରେ ଥିବା ଦ୍ରାକ୍ଷାରସକୁ ସୂଚାଏ I ବିକଳ୍ପ ଅନୁବାଦ: “ଏହି ପାତ୍ରର ଦ୍ରାକ୍ଷାରସ” ବା “ଦ୍ରାକ୍ଷାରସର ଏହି ପାତ୍ର” (ଦେଖ: rc://*/ta/man/translate/figs-metonymy)

the new covenant in my blood

ତାଙ୍କର ରକ୍ତ ପାତିତ ହେବା ମାତ୍ରକେ ଏହି ନୂତନ ନିୟମ କାର୍ଯ୍ୟକାରୀ ହେବ I ବିକଳ୍ପ ଅନୁବାଦ: “ନୂତନ ନିୟମ ଯାହା ମୋର ରକ୍ତ ମାଧ୍ୟମରେ ଅନୁମୋଦିତ ହେବ”

which is poured out for you

ଯୀଶୁ ତାଙ୍କର ରକ୍ତ ପତିତ ହେଉଥିବା ବିଷୟକୁ ଉଲ୍ଲେଖ କରିବା ଦ୍ୱାରା ତାଙ୍କର ମୃତ୍ୟୁ ସମ୍ପର୍କରେ କହନ୍ତି I ବିକଳ୍ପ ଅନୁବାଦ: “ଯାହା ମୃତ୍ୟୁରେ ତୁମ୍ଭମାନଙ୍କ ନିମନ୍ତେ ଢ଼ଳା ଯାଉଛି” ବା “ଯାହା ମୋର କ୍ଷତଗୁଡିକ ମଧ୍ୟରୁ ବହି ଯିବ, ଯେତେବେଳେ ମୁଁ ମୃତ୍ୟୁବରଣ କରିବି” (ଦେଖ: rc://*/ta/man/translate/figs-metonymy)