or_tn/luk/22/19.md

1.6 KiB

bread

ରୋଟୀରେ ଖମୀର ନ ଥିଲା, ତେଣୁ ଏହା ସଳଖ ଥିଲା I

he broke it

ସେ ଏହାକୁ ଛିଣ୍ଡାଇଲେ ବା “ଏହାକୁ ଭାଙ୍ଗିଲେ I” ସେ ହୁଏତ ଏହାକୁ ଅନେକ ଖଣ୍ଡରେ ଭାଗ କରିଥିବେ ବା ସେ ହୁଏତ ଏହାକୁ ଦୁଇଖଣ୍ଡରେ ଭାଗ କରିଥିବେ ଏବଂ ସେଗୁଡିକୁ ଶିଷ୍ୟମାନଙ୍କୁ ସେମାନଙ୍କ ମଧ୍ୟରେ ବାଣ୍ଟି ନେବାକୁ ଦେଇଥିବେ I ଯଦି ସମ୍ଭବ, ଏଭଳି ଏକ ଅଭିବ୍ୟକ୍ତି ବ୍ୟବହାର କର ଯାହା ଉଭୟ ପରିସ୍ଥିତି ପ୍ରୟୋଗ ହେବ I

This is my body

ସାମ୍ଭାବ୍ୟ ଅର୍ଥଗୁଡିକ 1) “ଏହି ରୋଟୀ ମୋର ଶରୀର” ଏବଂ 2) “ଏହି ରୋଟୀ ମୋର ଶରୀରର ନିଦର୍ଶନ I”

my body which is given for you

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ମୋର ଶରୀର, ଯାହା ମୁଁ ତୁମ୍ଭମାନଙ୍କ ନିମନ୍ତେ ଦେଉଛି” ବା “ମୋହର ଶରୀର, ଯାହା ମୁଁ ତୁମ୍ଭମାନଙ୍କ ନିମନ୍ତେ ତ୍ୟାଗ କରୁଛି” (ଦେଖ: rc://*/ta/man/translate/figs-activepassive)

Do this

ଏହି ରୋଟୀ ଭୋଜନ କର

in remembrance of me

ମୋତେ ସ୍ମରଣ କରିବା ନିମନ୍ତେ