or_tn/luk/22/16.md

1.1 KiB

For I say to you

ଯୀଶୁ ଯାହା ପରବର୍ତ୍ତୀ ସମୟରେ କହିବାକୁ ଯାଉଛନ୍ତି ତାହାର ମହତ୍ତ୍ୱକୁ ଜୋର ଦେବା ପାଇଁ ଏହି ବାକ୍ୟାଂଶ ବ୍ୟବହାର କରନ୍ତି I

until when it is fulfilled

ଏହାକୁ ସକ୍ରିୟ ରୂପରେ କୁହାଯାଇପାରେ I ସାମ୍ଭାବ୍ୟ ଅର୍ଥଗୁଡିକ 1) ଯେପର୍ଯ୍ୟନ୍ତ ନିସ୍ତାରପର୍ବର ଉଦ୍ଦେଶ୍ୟ ସମ୍ପନ୍ନ ନ ହୋଇଛି I ବିକଳ୍ପ ଅନୁବାଦ: “ଯେପର୍ଯ୍ୟନ୍ତ ଈଶ୍ବର ଏହାକୁ ପୂରଣ ନ କରିଛନ୍ତି” ବା “ଯେପର୍ଯ୍ୟନ୍ତ ଈଶ୍ୱର ନିସ୍ତାରପର୍ବର ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ନ କରିଛନ୍ତି” ବା “ଯେପର୍ଯ୍ୟନ୍ତ ଆମ୍ଭେମାନେ ନିସ୍ତାରପର୍ବ ପାଳନ ଶେଷ ନ କରିଛୁ” (ଦେଖ: rc://*/ta/man/translate/figs-activepassive)