or_tn/luk/22/11.md

1.5 KiB

The Teacher says to you, ""Where is the guest room, where I will eat the Passover with my disciples?

“ସେହି ଅତିଥିଶାଳା କାହିଁ” ଉଦ୍ଧୃତି ସହିତ ଆରମ୍ଭ ହୋଇଥିବା ଉଦ୍ଧୃତି ଗୁରୁ ଯୀଶୁଙ୍କର ଏକ ସିଧାସଳଖ ଉଦ୍ଧୃତି ଅଟେ, ଯାହା ତାଙ୍କର ଗୃହର କର୍ତ୍ତାକୁ କହିବା ପାଇଁ ସେ ଇଚ୍ଛା କରନ୍ତି I ଏହାକୁ ଏକ ପରୋକ୍ଷ ଉଦ୍ଧୃତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ଗୁରୁ ପଚାରନ୍ତି “ତାଙ୍କର ଶିଷ୍ୟମାନଙ୍କ ସହିତ ନିସ୍ତାରପର୍ବ ପାଳନ କରିବା ପାଇଁ ସେହି ଅତିଥିଶାଳା କାହିଁ” ବା “ଆମର ଶିକ୍ଷକ ସେହି ଅତିଥିଶାଳା ଦେଖାଇବା ପାଇଁ କହନ୍ତି, ଯେଉଁଠାରେ ସେ ଆମ୍ଭମାନଙ୍କ ସହିତ ଓ ବାକି ଶିଷ୍ୟମାନଙ୍କ ସହିତ ନିସ୍ତାରପର୍ବର ଭୋଜ ଖାଇବେ I” (ଦେଖ: rc://*/ta/man/translate/figs-quotations)

The Teacher

ଏହା ଯୀଶୁଙ୍କୁ ସୂଚାଏ

I will eat the Passover

ନିସ୍ତାରପର୍ବର ଭୋଜ ଖାଇବା