or_tn/luk/22/09.md

8 lines
595 B
Markdown

# you want us to make preparations
ଏଠାରେ “ଆମ୍ଭେମାନେ” ଶବ୍ଦ ଯୀଶୁଙ୍କୁ ସାମିଲ କରେ ନାହିଁ I ଯେଉଁମାନେ ଭୋଜ ପ୍ରସ୍ତୁତ କରିବେ, ଯୀଶୁ ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ନ ଥିଲେ I (ଦେଖ: [[rc://*/ta/man/translate/figs-exclusive]])
# to make preparations
ଭୋଜ ପାଇଁ ପ୍ରସ୍ତୁତିକରଣ କାର୍ଯ୍ୟଗୁଡିକ କର ବା “ଭୋଜ ପ୍ରସ୍ତୁତ କର”