or_tn/luk/22/08.md

890 B

prepare

ଏହା ଏକ ସାଧାରଣ ଶବ୍ଦ ଅଟେ ଯାହାର ଅର୍ଥ “ପ୍ରସ୍ତୁତ କର I” ପିତରଙ୍କୁ ଓ ଯୋହନଙ୍କୁ ଯୀଶୁ ଅପରିହାର୍ଯ୍ୟ ଭାବରେ ସମସ୍ତ ରନ୍ଧନ କାର୍ଯ୍ୟ କରିବା ନିମନ୍ତେ କହୁ ନ ଥିଲେ I

so that we may eat it

ଯୀଶୁ ଯେତେବେଳେ “ଆମ୍ଭେମାନେ” ବୋଲି କହିଲେ ସେ ପିତରଙ୍କୁ ଓ ଯୋହନଙ୍କୁ ଅନ୍ତର୍ଭୁକ୍ତ କରୁଥିଲେ I ଦଳର ଅନ୍ୟ ଶିଷ୍ୟମାନଙ୍କ ସହିତ ପିତର ଓ ଯୋହନ ସେହି ଭୋଜଜୁ ଗ୍ରହଣ କରିବା ନିମନ୍ତେ ଅଂଶୀ ଥିଲେ I (ଦେଖ: rc://*/ta/man/translate/figs-inclusive)