or_tn/luk/22/01.md

1.2 KiB

General Information:

ଯୀଶୁଙ୍କୁ ପ୍ରତାରଣା କରିବା ନିମନ୍ତେ ଯିହୂଦା ସମ୍ମତ ହୁଏ I ଏହି ପଦଗୁଡିକ ଏହି ଘଟଣା ସମ୍ପର୍କରେ ପୃଷ୍ଠଭୂମି ତଥ୍ୟ ପ୍ରଦାନ ଦିଏ I (ଦେଖ: rc://*/ta/man/translate/writing-background)

Now

ଏକ ନୂତନ ଘଟଣାକୁ ପରିଚିତ କରିବା ନିମନ୍ତେ ଏହି ଶବ୍ଦ ଏଠାରେ ବ୍ୟବହୃତ ହୋଇଛି I (ଦେଖ: rc://*/ta/man/translate/writing-newevent)

the Festival of Unleavened Bread

ଏହି ପର୍ବଟି ଏହି ନାମ ଦ୍ୱାରା ସମ୍ବୋଧିତ ହେଉଥିଲା, କାରଣ ଏହି ପର୍ବ ସମୟରେ ଯିହୂଦୀମାନେ ଖମୀର ସହିତ ଥିବା ରୋଟୀକୁ ଭୋଜନ କରୁ ନ ଥିଲେ I ବିକଳ୍ପ ଅନୁବାଦ: “ଏହି ପର୍ବ ସମୟରେ ସେମାନେ ଖମୀରଶୂନ୍ୟ ରୋଟୀ ଭୋଜନ କରନ୍ତି” (ଦେଖ: rc://*/ta/man/translate/figs-explicit)

was approaching

ପ୍ରାୟ ଆରମ୍ଭ ହେବାକୁ ଥିଲା