or_tn/luk/21/intro.md

2.7 KiB

ଲୂକ 21 ସାଧାରଣ ଟିପ୍ପଣୀଗୁଡିକ

ଗଠନ ଓ ଆକୃତି

ଯୀଶୁ ତାଙ୍କର ପୁନରାଗମନ ପୂର୍ବରୁ ଯାହା ସବୁ ଘଟିବ ସେସମ୍ପର୍କରେ ଅନୁକଗୁଡିଏ ବିଷୟ ତାଙ୍କର ଶିଷ୍ୟମାନଙ୍କୁ କହନ୍ତି I

ଏହି ଅଧ୍ୟାୟର ବିଶେଷ ଚିନ୍ତାଧାରାଗୁଡିକ

“କାରଣ ଅନେକେ ମୋ’ ନାମରେ ଆସି କହିବେ, ‘ମୁଁ ସେହି,’”

ଯୀଶୁ ଶିକ୍ଷା ଦେଲେ ଯେ ତାଙ୍କର ପୁନରାଗମନ ପୂର୍ବରୁ ଅନେକ ଲୋକ ଭ୍ରାନ୍ତ ଭାବରେ ଦାଦୀ କରିବେ ଯେ ସେ ଫେରି ଆସିଛନ୍ତି I ଏହା ମଧ୍ୟ ଏପରି ସମୟ ହେବ ଯେ ଅନେକ ଲୋକମାନେ ଯୀଶୁଙ୍କ ଅନୁଗାମୀମାନଙ୍କୁ ଘୃଣା କରିବେ ଏବଂ ମଧ୍ୟ ସେମାନଙ୍କୁ ବଧ କରିବାକୁ ଚାହିଁବେ I

“ବିଜାତିମାନଙ୍କ ସମୟ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ”

ବେବିଲୋନୀୟମାନେ ଯେତେବେଳେ ଯିହୂଦୀମାନଙ୍କ ପୂର୍ବପୁରୁଷମାନଙ୍କୁ ବେବିଲୋନକୁ ଯିବାକୁ ବାଧ୍ୟ କରିଥିଲେ ସେହି ସମୟ ଠାରୁ ଯେତେବେଳେ ମଶୀହ ଆସିବେ ସେହି ସମୟ ପର୍ଯ୍ୟନ୍ତ ଅବଧିକୁ “ବିଜାତିମାନଙ୍କ ସମୟ” ବୋଲି ଯିହୂଦୀମାନେ କହୁଥିଲେ ଯେଉଁ ସମୟରେ ବିଜାତୀୟମାନେ ଯିହୂଦୀମାନଙ୍କ ଉପରେ ଶାସନ କରିବେ I

ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ଅନୁବାଦଜନିତ କଷ୍ଟକର ବିଷୟଗୁଡିକ

“ମନୁଷ୍ୟପୁତ୍ର”

ଏହି ଅଧ୍ୟାୟରେ ଯୀଶୁ ନିଜକୁ “ମନୁଷ୍ୟପୁତ୍ର” ଭାବରେ ଉଲ୍ଲେଖ କରନ୍ତି ([ଲୂକ 21:27] (../ଲୂକ/21/27.ମଝି)) I ତୁମର ଭାଷା ହୁଏତ ଲୋକମାନଙ୍କୁ ଆପଣାମାନଙ୍କ ସମ୍ପର୍କରେ କହିବା ନିମନ୍ତେ ଅନୁମତି ଦିଏ ନାହିଁ, ସତେ ଯେପରି ସେମାନେ ଅନ୍ୟ କାହା ବିଷୟରେ କହୁଛନ୍ତି I (ଦେଖ: [[rc:///tw/dict/bible/kt/sonofman]]ଏବଂ[[rc:///ta/man/translate/figs-123person]])