or_tn/luk/21/38.md

764 B

all of the people

“ସମସ୍ତ” ଶବ୍ଦ ହୁଏତ ଗୁରୁତ୍ଵ ପ୍ରଦାନ କରିବା ନିମନ୍ତେ ଅତିରଞ୍ଜିତ କରି କୁହାଯାଇଛି ଯେ ତାହା ଏକ ଅତି ବିରାଟ୍ ଜନଗହଳି ଥିଲା I ବିକଳ୍ପ ଅନୁବାଦ: “ନଗରୀର ବହୁସଂଖ୍ୟକ ଲୋକମାନେ” ବା “ନଗରୀର ପ୍ରାୟ ପ୍ରତ୍ୟେକ ବ୍ୟକ୍ତି” (ଦେଖ: rc://*/ta/man/translate/figs-hyperbole)

were coming early in the morning

ପ୍ରତିଦିନ ପ୍ରଭାତରେ ଆସୁଥିଲେ

to hear him

ତାଙ୍କ ଶିକ୍ଷା ଶୁଣିବା ନିମନ୍ତେ