or_tn/luk/21/31.md

872 B

So also, when you see these things happening

ଠିକ ଯେପରି ଗ୍ରୀଷ୍ମର ଆଗମନକୁ ଡିମ୍ବିରୀଗଛର ପତ୍ରଗୁଡିକ ଦୃଶ୍ୟମାନ ହେବା ସୂଚାଇଥାଏ ସେହିପରି ଯୀଶୁ ବର୍ତ୍ତମାନ ବର୍ଣ୍ଣନା କରିଥିବା ଚିହ୍ନଗୁଡିକର ପ୍ରକାଶିତ ହେବା ବିଷୟ ଈଶ୍ୱରଙ୍କ ରାଜ୍ୟର ଆଗମନକୁ ଇଙ୍ଗିତ କରେ I

the kingdom of God is near

ଈଶ୍ୱର ଶୀଘ୍ର ତାଙ୍କ ରାଜ୍ୟ ପ୍ରତିଷ୍ଠିତ କରିବେ I ବିକଳ୍ପ ଅନୁବାଦ: “ଈଶ୍ୱର ଶୀଘ୍ର ରାଜା ଭାବରେ ରାଜତ୍ଵ କରିବେ” (ଦେଖ: rc://*/ta/man/translate/figs-metonymy)