or_tn/luk/21/30.md

706 B

When they sprout buds

ଯେତେବେଳେ ନୂତନ ପତ୍ରଗୁଡିକ ବଢ଼ିବା ଆରମ୍ଭ କରେ

summer is already near

ଗ୍ରୀଷ୍ମ ଆରମ୍ଭ ହେବାକୁ ଯାଉଅଛି I ଇସ୍ରାଏଲରେ ଗ୍ରୀଷ୍ମ ପରେ ପରେ ଡିମ୍ବିରୀ ଗଛର ପତ୍ର କଅଁଳିବାରେ ଲାଗେ ଏବଂ ଏହା ହିଁ ଡିମ୍ବିରୀ ଫଳ ପକ୍ୱ ହେବା ସମୟ ଅଟେ I ବିକଳ୍ପ ଅନୁବାଦ: “ଶସ୍ୟ ଅମଳର ସମୟ ଆରମ୍ଭ ହେବାକୁ ପ୍ରସ୍ତୁତ” (ଦେଖ: rc://*/ta/man/translate/figs-explicit)