or_tn/luk/21/26.md

1.0 KiB

the things which are coming upon the world

ଯେଉଁ ବିଷୟଗୁଡିକ ଜଗତରେ ଘଟିବ ବା “ଏହି ଜଗତ ପ୍ରତି ଯେଉଁ ବିଷୟଗୁଡିକ ଘଟିବ”

the powers of the heavens will be shaken

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ସାମ୍ଭାବ୍ୟ ଅର୍ଥଗୁଡିକ 1) ଯେ ଈଶ୍ୱର ସୂର୍ଯ୍ୟ ଚନ୍ଦ୍ରକୁ ଏବଂ ନକ୍ଷତ୍ରମାନଙ୍କୁ ଦୋହଲାଇବେ, ଯଦ୍ଦ୍ୱାରା ସେମାନେ ସେମାନଙ୍କର ସ୍ୱାଭାବିକ ଭାବରେ ଗତି କରିବେ ନାହିଁ ବା 2) ଈଶ୍ୱର ଆକାଶରେ ଥିବା ଶକ୍ତିଯୁକ୍ତ ଆତ୍ମାଗୁଡିକୁ ଉଦବେଳିତ କରିବେ I ପ୍ରଥମ ଅର୍ଥକୁ ଅଧିକ ଗ୍ରହଣୀୟ ମନେକରାଯାଉଛି I (ଦେଖ: rc://*/ta/man/translate/figs-activepassive)