or_tn/luk/21/24.md

3.0 KiB

They will fall by the edge of the sword

ସେମାନେ ଖଡଗଧାରରେ ବଧ କରାଯିବେ I ଏହି ସ୍ଥାନରେ “ଖଡଗଧାରରେ ପତିତ ହେବେ” ବାକ୍ୟାଂଶ ଶତୃସୈନ୍ୟମାନଙ୍କ ଦ୍ୱାରା ନିହତ ହେବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଶତୃସୈନ୍ୟମାନେ ସେମାନଙ୍କୁ ହତ୍ୟା କରିବେ” (ଦେଖ: rc://*/ta/man/translate/figs-metonymy)

they will be led captive into all the nations

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନଙ୍କର ଶତୃମାନେ ସେମାନଙ୍କୁ ବନ୍ଦୀ କରିବେ ଏବଂ ଅନ୍ୟ ଦେଶଗୁଡିକୁ ନେଇଯିବେ” (ଦେଖ: rc://*/ta/man/translate/figs-activepassive)

into all the nations

ଗୁରୁତ୍ଵ ଦେବା ନିମନ୍ତେ “ସମସ୍ତ” ଶବ୍ଦକୁ ଅତିରଞ୍ଜିତ କରାଯାଇଛି ଯେ ସେମାନେ ଅନେକ ଦେଶକୁ ନିଆଯିବେ I ବିକଳ୍ପ ଅନୁବାଦ: “ଅନେକ ଦେଶଗୁଡିକ ମଧ୍ୟକୁ” (ଦେଖ: rc://*/ta/man/translate/figs-hyperbole)

Jerusalem will be trampled by the Gentiles

ସାମ୍ଭାବ୍ୟ ଅର୍ଥଗୁଡିକ 1) ବିଜାତୀୟମାନେ ଯିରୂଶାଲମକୁ ଜୟ କରିବେ ଏବଂ ଏହାକୁ ଅଧିକାର କରିବେ ବା 2) “ବିଜାତୀୟମାନେ ଯିରୂଶାଲମ ନଗରକୁ ଜୟ କରିବେ 3) “ବିଜାତୀୟମାନେ ଯିରୂଶାଲମର ଲୋକମାନଙ୍କୁ ଧ୍ଵଂସ କରିବେ” (ଦେଖ: rc://*/ta/man/translate/figs-activepassive)

trampled by the Gentiles

ଏହି ରୂପକ ଯିରୂଶାଲମ ସମ୍ପର୍କରେ କୁହେ ସତେ ଯେପରି ଅନ୍ୟ ଦେଶର ଲୋକମାନେ ଏହା ଉପରେ ଚାଲୁଛନ୍ତି ଏବଂ ସେମାନଙ୍କ ପାଦରେ ଏହାକୁ ତଳେ ଦଳି ପକାଉଛନ୍ତି I ଏହା ପ୍ରଭାବ ବିସ୍ତାରକୁ ସୂଚାଏ I ବିକଳ୍ପ ଅନୁବାଦ: “ବିଜାତୀୟମାନଙ୍କ ଦ୍ୱାରା ପରାଜିତ ହେଲେ” ବା “ଅନ୍ୟ ଦେଶଗୁଡିକ ଦ୍ୱାରା ଧ୍ଵଂସ ହେଲେ” (ଦେଖ: rc://*/ta/man/translate/figs-metaphor)

the times of the Gentiles are fulfilled

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ବିଜାତିମାନଙ୍କର କାଳ ସମାପ୍ତ ହେଲା: (ଦେଖ: rc://*/ta/man/translate/figs-activepassive)