or_tn/luk/21/23.md

1.0 KiB

to those who are nursing

ସେହି ମାଆମାନଙ୍କ ପ୍ରତି ଯେଉଁମାନେ ସେମାନଙ୍କର ଶିଶୁମାନଙ୍କୁ ସ୍ତନ୍ୟପାନ କରାନ୍ତି

there will be great distress upon the land

ସାମ୍ଭାବ୍ୟ ଅର୍ଥଗୁଡିକ 1) ଦେଶର ଲୋକମାନେ ପ୍ରପୀଡିତ ହେବେ ବା 2) ଦେଶରେ ବାହ୍ୟିକ ବିପତ୍ତି ଆସିବ I

wrath to this people

ସେହି ସମୟରେ ଲୋକମାନଙ୍କ ପ୍ରତି କ୍ରୋଧ ଆସିବ I ଈଶ୍ୱର ଏହି କ୍ରୋଧ ଆଣିବେ I ବିକଳ୍ପ ଅନୁବାଦ: “ଏହି ଲୋକମାନେ ଈଶ୍ୱରଙ୍କ କ୍ରୋଧର ଅନୁଭୁତି ପାଇବେ” ବା “ଈଶ୍ୱର ଅତିଶୟ କ୍ରୋଧାନ୍ୱିତ ହେବେ ଏବଂ ଏହି ଲୋକମାନଙ୍କୁ ଦଣ୍ଡ ଦେବେ” (ଦେଖ: rc://*/ta/man/translate/figs-explicit)