or_tn/luk/21/20.md

8 lines
542 B
Markdown

# Jerusalem surrounded by armies
ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯିରୂଶାଲମକୁ ଘେରି ରହିଥିବା ସୈନ୍ୟମାନେ” (ଦେଖ: [[rc://*/ta/man/translate/figs-activepassive]])
# that its desolation is near
ଯେ ଏହା ଶୀଘ୍ର ଧ୍ଵଂସ କରାଯିବ ବା “ଯେ ସେମାନେ ଏହାକୁ ଶୀଘ୍ର ଧ୍ଵଂସ କରିବେ”