or_tn/luk/21/18.md

1.2 KiB

But not a hair of your head will perish

ଯୀଶୁ ଜଣେ ବ୍ୟକ୍ତିର କ୍ଷୁଦ୍ରତମ ଅଂଶ ବିଷୟରେ କହନ୍ତି I ସେ ଗୁରୁତ୍ଵ ପ୍ରଦାନ କରୁଛନ୍ତି ଯେ ସମୁଦାୟ ବ୍ୟକ୍ତି ବିନଷ୍ଟ ହେବ ନାହିଁ I ଯୀଶୁ ଆଗରୁ କହିସାରିଥିଲେ ଯେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ମୃତ୍ୟୁ ମୁଖରେ ପକାଇ ଦିଆଯିବ, ତେଣୁ କେତେକେ ଏହାକୁ ବୁଝିଥାନ୍ତି ଯେ ସେମାନେ ଆତ୍ମିକ ଭାବରେ କ୍ଷତିଗ୍ରସ୍ତ ହେବେ ନାହିଁ I ବିକଳ୍ପ ଅନୁବାଦ: “କିନ୍ତୁ ଏହି ବିଷୟଗୁଡିକ ପ୍ରକୃତରେ ତୁମ୍ଭମାନଙ୍କର କୌଣସି କ୍ଷତି କରିବ ନାହିଁ” ବା “ଏପରିକି ତୁମ୍ଭମାନଙ୍କ ମସ୍ତକର ପ୍ରତ୍ୟେକ କେଶ ସୁରକ୍ଷିତ ରହିବ” (ଦେଖ: rc://*/ta/man/translate/figs-synecdoche)