or_tn/luk/21/17.md

8 lines
1.4 KiB
Markdown

# You will be hated by everyone
ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I “ସମସ୍ତେ” ଶବ୍ଦ ଗୁରୁତ୍ଵ ଦିଏ ଯେ କିପରି ଅନେକ ଲୋକମାନେ ଶିଷ୍ୟମାନଙ୍କୁ ଘୃଣା କରିବେ, ହୁଏତ ଏପରି ଭାବରେ 1) ଅତିରଞ୍ଜିତ କରିବା I ବିକଳ୍ପ ଅନୁବାଦ: ଏପରି ମନେ ହେବ ଯେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେଉଛ” ବା ""ଏପରି ମନେ ହେବ ଯେ ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରନ୍ତି"" 2) ଏକ ସାଧାରଣ କାରଣ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଅଧିକାଂଶ ଲୋକମାନଙ୍କ ଦ୍ୱାରା ଘୃଣିତ ହେବ” ବା “ଅଧିକାଂଶ ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ” (ଦେଖ: [[rc://*/ta/man/translate/figs-hyperbole]])
# because of my name
ଏଠାରେ ମୋହର ନାମ ଯୀଶୁଙ୍କୁ ସୂଚାଏ I ବିକଳ୍ପ ଅନୁବାଦ: “ମୋ; ସକାଶେ” ବା “ତୁମ୍ଭେମାନେ ମୋହର ଅନୁଗମନ କରୁଥିବା ହେତୁ” (ଦେଖ: [[rc://*/ta/man/translate/figs-metonymy]])