or_tn/luk/21/16.md

8 lines
1.3 KiB
Markdown

# you will also be delivered up by parents, brothers, relatives, and friends
ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏପରିକି ତୁମ୍ଭମାନଙ୍କର ପିତାମାତା, ଭାଇମାନେ, ସମ୍ପର୍କୀୟମାନେ, ଏବଂ ବନ୍ଧୁମାନେ ତୁମ୍ଭମାନଙ୍କୁ ଅଧିକାରୀମାନଙ୍କ ହସ୍ତରେ ସମର୍ପଣ କରିବେ” (ଦେଖ: [[rc://*/ta/man/translate/figs-activepassive]])
# they will put some of you to death
ସେମାନେ ତୁମ୍ଭମାନଙ୍କ ମଧ୍ୟରୁ କାହା କାହାକୁ ହତ୍ୟା କରିବେ I ସାମ୍ଭାବ୍ୟ ଅର୍ଥଗୁଡିକ 1) “ଅଧିକାରୀମାନେ ତୁମ୍ଭମାନଙ୍କ ମଧ୍ୟରୁ କାହା କାହାକୁ ହତ୍ୟା କରିବେ” ବା 2) ଯେଉଁମାନେ ତୁମ୍ଭମାନଙ୍କୁ ସମର୍ପଣ କରିବେ ସେମାନେ ତୁମ୍ଭମାନଙ୍କ ମଧ୍ୟରୁ କାହା କାହାକୁ ହତ୍ୟା କରିବେ I” ପ୍ରଥମ ଅର୍ଥ ଅଧିକ ସମ୍ଭବପର ଅଟେ I